ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।
ବାଲି ଶଯ୍ୟାରୁ ଶ୍ରୀଜୀଉଙ୍କ ମୂର୍ତ୍ତି ଉଦ୍ଧାର, ଗାଁରେ ଖୁସି କହିଲେ ନସରେ

ନୂଆପଡା: ନଦୀରୁ ମିଳିଲେ ଶ୍ରୀଜିଉ । ନୂଆପଡ଼ା ସିନାପାଲି ବ୍ଲକ ଚଳନା ଗାଁ ନିକଟ ଉଦନ୍ତୀ ନଦୀରୁ ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଛି । ନଦୀର ଜଳସ୍ତର କମିବା ପରେ ବାଲି ଶଯ୍ୟାରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଦେଖିଥିଲେ ଗାଁ ଲୋକେ । ପରେ କୀର୍ତ୍ତନ କରିବା ସହ ଶ୍ରୀଜିଉଙ୍କୁ ଗାଁ ପରିକ୍ରମା କରାଇଛନ୍ତି ଅଞ୍ଚଳବାସୀ । ଯାହାକୁ ନେଇ ଗାଁରେ ଚର୍ଚ୍ଚା ଦେଖିବାକୁ ମିଳିଛି ।
Download Argus News App
