ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଦୋଳ ମଣ୍ଡପରେ ମାଆଙ୍କ ବିଜେ ପ୍ରତିମାକୁ ଅଣାଯାଇ ଦୋଳ ଉତ୍ସବର ପୂଜାର୍ଚନା କରାଯିବ ସହ ଜ୍ୟୋତିଷଙ୍କ ଦ୍ବାରା ନୂତନ ପଞ୍ଜିକା ପାଠ କରାଯାଇଥିଲା। ପାଞ୍ଜି ଗଣନାକାରୀଙ୍କ ମତରେ ଚଳିତ ବର୍ଷ ଓଡିଶା ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜଙ୍ଗଲରେ ନିଆଁ ବ୍ୟାପିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର କ୍ଷେତ୍ରଶ୍ବରୀ ମାଆ ବିରଜାଙ୍କ ନିକଟରେ ହୋଲି ଉତ୍ସବ ଅବସରରେ ମା'ଙ୍କ ଦୋଳ ଉତ୍ସବ ପାଳନ ହୋଇଛି। ଏହି ଅବସରରେ ମାଙ୍କ ନିକଟରେ ଜ୍ୟୋତିଷ୍କଙ୍କ ଦ୍ବାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି। ଯାହାକି ଏହି ପାଞ୍ଜି ପଣା ସଂକ୍ରାନ୍ତି ଠାରୁ କାର୍ଯ୍ୟକାରୀ କରାଯିବ।
ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଦୋଳ ମଣ୍ଡପରେ ମାଆଙ୍କ ବିଜେ ପ୍ରତିମାକୁ ଅଣାଯାଇ ଦୋଳ ଉତ୍ସବର ପୂଜାର୍ଚନା କରାଯିବ ସହ ଜ୍ୟୋତିଷଙ୍କ ଦ୍ବାରା ନୂତନ ପଞ୍ଜିକା ପାଠ କରାଯାଇଥିଲା। ପାଞ୍ଜି ଗଣନାକାରୀଙ୍କ ମତରେ ଚଳିତ ବର୍ଷ ଓଡିଶା ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜଙ୍ଗଲରେ ନିଆଁ ବ୍ୟାପିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ବିଜେପିର ପାୱାର ସୋ । ବିଶାଳ ଜନ ସମାବେଶ କରି ନିଜର ଦମ ଦେଖାଇଲା ବିଜେପି । ଝାରସୁଗୁଡ଼ାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ନିର୍ବାଚନ ପ୍ରଚାର ଆରମ୍ଭ କଲେ । ସାଙ୍ଗରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବରଗଡ଼ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଁ ପ୍ରଚାର ଜୋରଦାର ଆରମ୍ଭ କରିଛନ୍ତି ।
ଚାରି କିମି ପର୍ଯ୍ୟନ୍ତ ଏକ ବିଶାଳ ରାଲି କରି ବିଜେପି ତାର ପାୱାର ସୋ କରୁଚି । ଝାରସୁଗୁଡ଼ା ଓ ଛତିଶଗଡ ପୋଲିସ ମିଳିତ ଭାବରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି । ସବୁ ସ୍ଥାନରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି ମଧ୍ୟ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆୟୋଜିତ କାର୍ଯ୍ୟକ୍ରମରେ ପାଞ୍ଚ ହଜାର ବିଜେପି କର୍ମୀ ଯୋଗଦାନ କରିଛନ୍ତି । ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ଆଜି ଦମ ଦେଖାଇଛି । ବାଜା ବାଣରେ ପ୍ରଙ୍କପିତ ହେଉଛି ଝାରସୁଗୁଡ଼ା ସହର । ଲୋକଙ୍କ ଆକର୍ଷଣ ପାଇଁ ଆଦିବାସୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ଆୟୋଜନ କରାଯାଇଛି ।
ନୂଆଦିଲ୍ଲୀ: ପର୍ସ.. ଆମେ ସମସ୍ତେ ପୁଅ ହେଉ କି ଝିଅ ମନିପର୍ସ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ପର୍ସ ଭାଗ୍ୟ ଖୋଲିଦେଇଥାଏ ବୋଲି । ଏଇ ୫ଟି ଜିନିଷ ଯଦି ଆପଣ ପର୍ସରେ ରଖୁଛନ୍ତି ତେବେ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ। ଏବଂ କେବେ ବି ଟଙ୍କାର ଅଭାବ ରହିବନି। ପ୍ରଥମତଃ ଯଦି ଆପଣ ପର୍ସରେ ପରିବାର ଫଟୋ ରଖୁଛନ୍ତି ତେବେ ଏହା ଖୁବ ଶୁଭ ହୋଇଥାଏ। ଦ୍ୱିତୀୟତ ଏକ ହଳଦିଆ କାଗଜରେ ଓଁ କିମ୍ବା ସ୍ୱାସ୍ତିକର ଚିତ୍ର ରଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏ ସବୁ ଚିତ୍ର ରଖିବା ଦ୍ୱାରା ଆପଣଙ୍କ ଟଙ୍କା ଅଜଥା ଖର୍ଚ୍ଚରୁ ରହିଯାଇଥାଏ।
କିନ୍ତୁ ଧ୍ୟାନ ରଖନ୍ତୁ ଏ ସବୁ ଚିତ୍ର ଚିରା କି ଫଠା ହୋଇନଥିବ। ସବୁବେଳେ ପର୍ସରେ ଟଙ୍କ ରଖୁଥିବାଳେ ଜାକି ଯୁକି ନରଖି ଠିକ୍ ରେ ରଖନ୍ତୁ। ଏଥିସହିତ ନୋଟ ସହ ଚେଞ୍ଚ ପଇସା ରଖନ୍ତୁ ନାହିଁ ଅଲଗା । ଯଦି ଠିକ୍ ଭାବରେ ଟଙ୍କା ରଖିବେ ତେବେ ଆପଣ ଅଜଥା ଖର୍ଚ୍ଚରୁ ରକ୍ଷାଯାଇପାରିବେ। ଯଦି ପର୍ସରେ ସୁନା କିମ୍ବା ପୀତଳ ଚଉଡା ଆକୃତିର ସିକ୍କା ରଖିବେ ତେବେ ଶୁଭ ହୋଇଥାଏ। ଏହାକୁ ପର୍ସ ରେ ରଖିବା ପୂର୍ବରୁ ଗଙ୍ଗାଜଳରେ ଧୋଇ ରଖନ୍ତୁ। ପର୍ସରେ ଏକ କିମ୍ବା ଦୁଇ ରୁ ଅଧିକ କାଗଜ ରଖିବା ଉଚତ୍ ନୁହେଁ। କୁହାଯାଉଛି ଅଧିକ ପର୍ସରେ ରଖିଲେ ଟଙ୍କା ଅଜଥା ଖର୍ଚ୍ଚ ହୋଇଥାଏ। ନିଜ ରାଶି ସହ ଜଡିତ ବସ୍ତୁ ରଖନ୍ତୁ, ଖୁବ ଶୁଭ ହେବ।
ଅଧିକ ପଢନ୍ତୁ ଭାରତ ଖବର