କିରଣ୍ଡୁଲରୁ ବିଶାଖାପାଟଣା ଯାଉଥିବାବେଳେ ଏହି ଲାଇନଚ୍ୟୁତ ହୋଇଛି। ଲାଇନଚ୍ୟୁତ ଯୋଗୁ ବିଶାଖପାଟଣାଠାରୁ କୋରାପୁଟ ପାସେଞ୍ଜର ଟ୍ରେନ ବନ୍ଦ ରହିବ।
କୋରାପୁଟରେ ମାଲବୋଝେଇ ଟ୍ରେନ୍ ଲାଇନଚ୍ୟୁତ
Download Argus News App
