ଅଧିକ ପଢନ୍ତୁ ଓଡ଼ିଶା ଖବର
ସେମାନଙ୍କୁ କାଲିମେଳା ବ୍ଲକ ର ଦୁଇ ଜଣ ଯୁବକ ବାଦାମ ଚାଷରେ ନିୟୋଜିତ କରିବା ପାଇଁ ନିଆଯାଉଥିଲା । ଶ୍ରମିକ ମାନଙ୍କୁ ଉଦ୍ଧାର କରି ନିଜ ନିଜ ଘର ସୁରକ୍ଷିତ ଭାବେ ପଟାଯାଇଥିଲା । ଦୁଇ ଜଣ ଶ୍ରମିକଙ୍କୁ ଥାନାରେ ଅଟକ ରଖି ପଚାର ଉଚାର କରାଯାଉଛି । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ବଡି ବଡ଼ି ଚାଲିଛି । ହାଡ ଭଙ୍ଗା ଖରା ହେଉଛି । ଲୋକେ ଘରଟୁ ପଦାକୁ ପାଦ କାଡିବା ପାଇଁ ଲୋକେ ଦାରୁଛନ୍ତି । ଏପରି ସ୍ଥିତିରେ ଦଲାଲ ମନେ ପ୍ରଲବନ ଦେଖେଇ ଲୋକଙ୍କୁ ଦାଦନ ଖଟିବାକୁ ନେଇଯାଉଛନ୍ତି ।