ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହୋଲିରେ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ହୋଲିରେ ଅଘଟଣ, ମହାନଦୀରେ ବୁଡି ଯୁବକ ମୃତ

କଟକ: ହୋଲିରେ ଅଘଟଣ । କଟକ ବିରିବାଟୀ ଅଞ୍ଚଳର ଜଣେ ଯୁବକ ମହାନଦୀରେ ବୁଡି ମୃତ୍ୟୁ ହୋଇଥିବା ସୂଚନା ରହିଛି । ଯୁବକ ଜଣକ ନାଁ ଅଭିଜିତ ବାରିକ । ଅଭିଜିତ ଓ ତାଙ୍କର ୩ ଜଣ ସାଙ୍ଗ ହୋଲି ଖେଳିବା ପରେ ମହାନଦୀ ନିମେଇଷାପୁର ନୂଆଁ କୋରୁଆଁ ଘାଟରେ ଗାଧୋଉଥିବା ବେଳେ ଅଭିଜିତ ନଦୀ ସୂଅରେ ଭାସି ଯାଇଥିଲେ ।
Download Argus News App
