PCR ଭ୍ୟାନକୁ କାହିଁକି ଡାକିଛ କହି ପୋଲିସ ଉପସ୍ଥିତିରେ ଘରେ ପଶି ଭଙ୍ଗା ରୁଜା କରିଛନ୍ତି ଦୁର୍ବୁତ୍ତ । ଏହା ପରେ ଘରେ ପଶି ଆତଙ୍କ ମଚେଇଥିବା ଯୁବକଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ପରିବାର ଲୋକେ । ହେଲେ ଆଶ୍ଚର୍ଯ୍ୟର କଥା ପୋଲିସ ସାମ୍ନାରେ ଏହି ମଦ୍ୟପ ଯୁବକ ମାନେ ଗଣ୍ଡଗୋଳ କରିଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ।
ମଞ୍ଚେଶ୍ବର ସମେଇଗାଡିଆରେ ମହିଳାଙ୍କ ଘରେ ପଶି ମାଡ ମାରିଲେ ମଦ୍ୟପ

ଅର୍ଗସ ବ୍ୟୁରୋ : ପୋଲିସ ଉପସ୍ଥିତିରେ ଗୁଣ୍ଡାରାଜ । ପୋଲିସ ଉପସ୍ଥିତିରେ ଘରେ ପଶିଲେ, ପିଟିଲେ ଭଙ୍ଗା ରୁଜା କଲେ । ରାଜଧାନୀର ମଞ୍ଚେଶ୍ୱର ଥାନା ଅଧିନ ସମେଇଗାଡ଼ିଆ ଅଂଚଳରେ ଘଟିଛି ଏଭଳି ଘଟଣା । ଘର ସାମନାରେ କିଛି ମଦ୍ୟପ ଯୁବକ ଉତ୍ପାତ କରୁଥିବା ସହ ମହିଳା ମାନକୁ ଅଶ୍ଳୀଳ ଇଙ୍ଗିତ ବ୍ୟବହାର କରୁଥିଲେ । ପରେ ସମ୍ପୁକ୍ତ ପରିବାର PCR ଭ୍ୟାନକୁ କଲ କରିଥିଲେ ।
Inflation has eased, but its persistence at elevated levels warrants policy responses

Mumbai, Aug 18: Even though India's inflation has eased, it still remained above the Reserve Bank of India's (RBI) tolerance band and hence it warrants appropriate policy responses to anchor expectations going forward.
"Easing of supply chain pressures and the recent ebbing of commodity prices
Download Argus News App
