ଅଧିକ ପଢନ୍ତୁ :ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଟ ଥିଲେ ଏହି ଦୁଇ ପ୍ରଧାନ ଶିକ୍ଷକ
ସେହିପରି ସେଣ୍ଟର ଦାଇତ୍ବରେ ଥିବା କନିଷ୍ଠ କିରାଣୀ ସୌମ୍ୟ ରଂଜନ ଷଡଙ୍ଗୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ପରୀକ୍ଷାର ଯଥେଷ୍ଟ ପୂର୍ବରୁ ଏମାନଙ୍କ ସମ୍ପୃକ୍ତିରେ ହୋଇଥିଲା ପ୍ରଶ୍ନପତ୍ର ଲିକ ।
ଅର୍ଗସ ବ୍ୟୁରୋ : ପରୀକ୍ଷା ପରିଚାଳନାରେ ତ୍ରୁଟି ଘଟଣା । ପରୀକ୍ଷା ନୀରିକ୍ଷକଙ୍କ ପରେ କ୍ରୀଡା ଶିକ୍ଷକ ଓ ପିଅନ ନିଳମ୍ବିତ । କନିଷ୍ଠ କିରାଣୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ସୂଚନା । ପରୀକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ପରେ କ୍ରୀଡା ଶିକ୍ଷକ ସୁଶାନ୍ତ ନାୟକ, ପିଅନ ସୁବାସ ସାହୁ ନିଲମ୍ବିତ ହୋଇଛନ୍ତି ।