ଦୀର୍ଘବର୍ଷ ଧରି ହାତୀ ହାଡ଼,କଇଁଛ ଖୋଳପା ନେଇ ବାହାର ରାଜ୍ୟରେ ବିକି ହେଉଥିଲେ ମାଲାମାଲ । ଗତ 1 ତାରିଖରେ ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରେ ଏକ କଲରାପତରିଆ ବାଘଛାଲ ଜବତ ହେବା ପରେ ତଦନ୍ତ ଚଳାଇଥିଲା ବିଭାଗ ।
5 ଜଙ୍ଗଲଦସ୍ୟୁଙ୍କୁ ଧରିଲା ମୟୂରଭଞ୍ଜ ବନବିଭାଗ
Download Argus News App
