ଯଦି ଅଜୟ ତାଙ୍କ ବକେୟା ପାଉଣା ନ ପାଆନ୍ତି ତେବେ ଚୋରା ବାଲି କାରବାର ସମ୍ପର୍କରେ ପ୍ରଶାସନକୁ ଜଣାଇବାକୁ ସୁରଙ୍କୁ ଚେତାବନୀ ଦେଇଥିଲେ । ସୁର ସାହୁ ଓ ତାଙ୍କର କିଛି ସମ୍ପର୍କୀୟ ଗତକାଲି ଏକତ୍ରିତ ହୋଇ ଅଜୟଙ୍କ ଉପରେ ଟ୍ରାକ୍ଟର ଚଢାଇ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସଦର ପୋଲିସ ପଂହଚି ଶବକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି ।
ଚୋରାବାଲି କାରବାରକୁ ନେଇ ଢେଙ୍କାନାଳରେ ହତ୍ୟାକାଣ୍ଡ
କାର ଓ ବାଇକ ମୁହାଁମୁହିଁ, ଜଣେ ମୃତ ଓ ଦୁଇ ଜଣ ଗୁରୁତର

ଅର୍ଗସ ବ୍ୟୁରୋ : କାର ଓ ବାଇକ ମୁହାଁମୁହିଁ ଧକ୍କା । ବରଗଡ଼ -ସରଣ୍ଡାପାଳି ଗ୍ରୀଡ଼ ସମ୍ମୁଖରେରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା । ଆଜି ସକାଳ ସାତ ଟା ସମୟରେ ବରଗଡ଼ରୁ ଏକ କାର ସରଣ୍ଡାପାଳି ଆଡ଼କୁ ଯାଉଥିଲା ଠିକ ତାର ବିପରୀତ ଦିଗରୁ ବାଇକ ଯୋଗେ ଦୁଇ ସ୍ୱାମୀ ସ୍ତ୍ରୀ ଆସୁଥିଲେ ।
ହେଲେ ସରଣ୍ଡାପାଳି ଗ୍ରିଡ଼ ନିକଟର
Download Argus News App
