Be the first to know any news. You will get latest stories and video updates through the day. You can turn them off anytime.
ଝାରସୁଗୁଡା: ପଞ୍ଚଭୂତରେ ଲିନ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ନବ ଦାସଙ୍କୁ ଗାର୍ଡ ଅଫ୍ ଅନର୍ ପରେ ଜୁଇରେ ଶେଷ କର୍ମ କରାଯାଇଛି।
ପୁଅ ମୁଖାଗ୍ନି ଦେଇ ବାପାଙ୍କୁ କୋହଭରା ବିଦାୟ ଦେଇଛନ୍ତି। ଖେରୁଆଲ ଶ୍ମଶାନରେ ନବଙ୍କୁ ଅନ୍ତିମ ଦର୍ଶନ କରିବା ପାଇଁ ଶୁଭେଚ୍ଛୁ ଓ ସମର୍ଥକଙ୍କ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।