ଅଧିକ ଦେଖନ୍ତୁ ଭିଡିଓ : ପୋଲିସ କଣ ପାଇଁ ଗୋପାଳକୁ ପାଗଳ କରିବାକୁ ଚାହୁଁଚି
ନବ ଦାସଙ୍କ ହତ୍ୟାକାଣ୍ଡ ଏକ ବିଶ୍ଵ ସ୍ତରୀୟ ହତ୍ୟା କିନ୍ତୁ ଏଯାଏ ଏହାର କାରଣ ସାମ୍ନା କୁ ଆସିଲା ନାହିଁ। ବିଧାନସଭା ସରିଗଲେ ଏହି ଘଟଣା କୁ ମାହାଙ୍ଗା ଓ ଅନ୍ୟ ଘଟଣା ଭଳି ଚପାଇ ଦେବେ ସରକାର। ଏହି ଘଟଣା କଣ ହେବ ତଦନ୍ତର କୌଣସି ସମୟ ସୀମା ନାହିଁ। ବାରମ୍ବାର ଗୃହରେ ଆଲୋଚନା ହେଉଛି ଯଦି କୌଣସି ନିର୍ଯ୍ୟାସ ବାହାରୁନି ତେବେ ଏଇ ଗୃହର ଆବଶ୍ୟକତା କଣ ରହିଛି ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।
ଅଧିକ ପଢନ୍ତୁ :ମନ୍ତ୍ରୀ ନବ ଦାସ ହତ୍ୟାକୁ ପୁରିଲା ମାସେ, ହେଲେ ହତ୍ୟା ଷଡ଼ଯନ୍ତ୍ର ଉପରୁ ଉଠିପାରିଲାନି ପରଦା