ବିଦେଶୀ ବୈଜ୍ଞାନିକ ରିକୋକଙ୍ଗର ସ୍ମିଥ୍ କୋଚିଆ ମାଛ ଉପରେ ଗବେଷଣା କରିଥିବାରୁ ଏହାର ନାମକରଣ ଏଭଳି ଚିହ୍ନଟ ହୋଇଛି । ଡ . ଦୀପାଞ୍ଜନ ରାୟ ୨୦୧୮ରେ ପଶ୍ଚିମବଙ୍ଗ ସ୍ଥିତପେଟୁଆ ଘାଟ ମାଛଧରା କେନ୍ଦ୍ରରୁ ଗୋଟିଏ ଏବଂ ୨୦୨୦ରେ ୯୫ମିଟର ଗଭୀରରୁ ୩ଟି ଏହି ପ୍ରଜାତିର ମାଛ ଉଦ୍ଧାର କରାଯାଇଥିଲା ।
ନେସନାଲ୍ ମିଉଜିୟମ୍ ଅଫ୍ ମେରାଇନ୍ ବାୟୋଲୋଜି ଆଣ୍ଡ୍ ଆକ୍ରାରିୟମ୍ ତାଇତ୍ବାନାର ବୈଜ୍ଞାନିକ ଡ . ହୁସନ ଚିଙ୍ଗହୋ ସେଠାରେ କିଛି ସମପ୍ରଜାତି ସହ ଏହାକୁ ତୁଳନା କରିଥିଲେ। ଗୋପାଳପୁର ଜେଡ଼ଏସ୍ଇକୁ ଅଣାଯାଇ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ.ଅନୀଲ ମହାପାତ୍ର ଓ ଶୁଭେନ୍ଦୁ ଶେଖର ମିଶ୍ର ଏହାର ପରୀକ୍ଷା କରୁଛନ୍ତି।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...