କଟକ ନରସିଂହପୁରରେ ସ୍ମାର୍ଟ ସ୍କୁଲର ଶୋଚନୀୟ ଚିତ୍ର
ପ୍ରକାଶ ପାଇଲା OAS ରେଜଲ୍ଟ, ଦେଖନ୍ତୁ ପୁରା ଲିଷ୍ଟ
ଭୁବନେଶ୍ୱର: ପ୍ରକାଶ ପାଇଲା 2018 ଓଏଏସ୍ ରେଜଲ୍ଟ । ଦେବାଶିଷ ପଣ୍ଡା ଓଏଏସ୍ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଋୁତୁପଣ୍ଣା ମହାପାତ୍ର । ସେହିପରି ତୃତୀୟରେ ଆକାଶ କୁମାର ପଣ୍ଡା ଥିବା ବେଳେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ସନ୍ତୋସିନୀ ଦାଶ । ମୋଟ 218 ଜଣ ଓଏଏସ୍ ପାଇଥିବା ବେଳେ ମହିଳାଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଳିଛି ।







ରାସ୍ତାକଡକୁ ଖସିଲା ବସ୍, ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ: ବାଘମାରି ସିମୋର ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍। ବସଟି ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ଯ ହରାଇ ରାସ୍ତା କଡରେ ଖସି ପଡିଥିଲା। ଏଥିରେ 20ଯାତ୍ରୀ ଆହାତ ହୋଇଥିବା ବେଳେ 3 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲ ରେ ଭର୍ତି କରାଯାଇଥିବ
Download Argus News App
