ଭାରତୀୟ ମାନସିକ ସ୍ବାସ୍ଥ୍ୟ ସଙ୍ଗଠନ 74ତମ ଜାତୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ
ଗୃହରେ ପୁଣି ଶିକ୍ଷକ ତାତି

ଭୁବନେଶ୍ୱର: ଗୃହରେ ପୁଣି ଶିକ୍ଷକ ତାତି । ଦ୍ୱିତୀୟ ଦିନରେ ବିଧାନସଭାରେ ଶିକ୍ଷକ ପ୍ରସଙ୍ଗ । ବାଚସ୍ପତିଙ୍କ ରୁଲିଂ ପରେ ସରକାର ଶିକ୍ଷକମାନଙ୍କ ସହ ଆଲୋଚନା ନକରିଥିବାରୁ ଉଭୟ ବିଜେପି ଓ କଂଗ୍ରେସର ହଟ୍ଟଗୋଳ ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ପୋଡ଼ିୟମ ତଳେ ପ୍ରତିବାଦ କଲେ ବିରୋଧୀ । ସେପଟେ 11.30 ପର୍ଯ୍ୟନ୍ତ ଗୃହ ମୁଲତବି ହୋଇଥିବା ସୂଚନା ରହିଛି ।
Download Argus News App
