କିନ୍ତୁ,ଚଳିତ ବର୍ଷ ନାହିଁ ଶୀତର ଝଲକ । ଯାହାକୁ ନେଇ ପର୍ଯ୍ୟଟକଙ୍କୁ ବିମୁଖ କରିଛି । ଚଳିତବର୍ଷ ଅକ୍ଟୋବର ଶେଷ ସପ୍ତାହରେ କନ୍ଧମାଳ ଛୁଇଁଥିଲା ଶୀତ । ଦୁଇ ଚାରି ଦିନ ବେଶ୍ ଶୀତ ଅନୁଭୂତ ହୋଇଥିଲା । ଶୀତ ଏବଂ ଘନ କୁହୁଡ଼ିର ବେଶ୍ ଆନନ୍ଦ ମଧ୍ୟ ନେଇଥିଲେ ସ୍ଥାନୀୟ ବାସିନ୍ଦା । ଠିକ ସମୟରେ ଶୀତ ଆସିଥିବାରୁ ଚଳିତ ଥର ଅଧିକ ଶୀତ ହେବାର ଆଶା ରଖିଥିଲେ ସ୍ଥାନୀୟ ବାସିନ୍ଦା ।