ପ୍ରତ୍ୟେକ ଦିନ ସେ ଯିବାଆସିବା ସମୟରେ ଏହି ଫୋଟୋକୁ ଦେଖି ମହାମହିମ ରାଷ୍ଟ୍ରପତିଙ୍କ ସମ୍ମାନହାନୀ ହେଉଥିବା କଥାକୁ ସେ ସହ୍ୟ ନକରିପାରି ପ୍ରଶ୍ନ କରିଛନ୍ତି। କମ୍ପାନୀ ବା ବିତରକ ମହାମହିମ ରାଷ୍ଟ୍ରପତିଙ୍କ ଫୋଟୋ ବ୍ୟବହାର ପାଈଁ କାହାଠୁ ଅନୁମତି ଆଣିଥିଲେ ? କରଞ୍ଜିଆ ଏନଏସି କର୍ତ୍ତୃପକ୍ଷଙ୍କ ନିକଟରୁ ବ୍ୟାନର ଲଗେଇବାକୁ ଅନୁମତି ନେଇଛନ୍ତି କି ? ତେଣୁ ସେ ରାଷ୍ଟ୍ରପତିଙ୍କ ଅବମାନନା ପାଈଁ ନିର୍ମାତା ଓ ରାନୀ ସୋରିଷ ତେଲ ବିତରକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଈଁ ଦାବୀ କରିଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।