ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ନାଁରେ ପିଏସ୍ଏ ଲାଗୁ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ନାଁରେ ଲାଗିଲା ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ) । ଦୀର୍ଘ ୬ ମାସ ହେଲା ଷ୍ଟେଟ ଗେଷ୍ଟ ହାଉସରେ ଅଟକ ଥିବା ବେଳେ ଏବେ ସେମାନଙ୍କ ନାଁରେ ପିଏସଏ ଲଗାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ।
ଏହାପୂର୍ବରୁ ଓମାରଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ନାଁରେ ମଧ୍ୟ ମୋଦି ସରକାର ପିଏସଏ ଲଗାଇଥିଲେ ।ଏମାନଙ୍କ ବ୍ୟତୀତ ଏନ୍ସିର ସାଧାରଣ ସମ୍ପାଦକ ଅଲୀ ମହମ୍ମଦ ସାଗର, ପୂର୍ବତନ ଏମଏଲସି ବାସିର ବୀର ଓ ପିଡିପି ନେତା ସର୍ତାଜ ମଡନିଙ୍କ ନାଁରେ ମଧ୍ୟ ପିଏସଏ ଲାଗୁ କରାଯାଇଛି ।
Download Argus News App
