ଆଜି ଦଳିତ ମହାସଂଘ ପକ୍ଷରୁ ଉକ୍ତ ନଷ୍ଟ ହୋଇଥିବା ଜମି ପାଖରେ କ୍ଷତିଗ୍ରସ୍ତ ଭାଗଚାଷୀଙ୍କୁ ନେଇ ବିକ୍ଷୋଭ କରାଯିବା ପାଇଁ ପିପିଲି ତହସିଲଦାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲା। ହେଲେ ନ୍ୟାୟ ପାଇଁ ବିକ୍ଷୋଭ କରିଥିବା ସ୍ଥାନକୁ ତହସିଲଦାର ନଆସିବାରୁ ସେହିଠାରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିଛି ଦଳିତ ମହାସଂଘ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।