ବାଇଗଣ, ଭେଣ୍ଡି, କଲରା, ପିଆଜ, ବାଦାମ, ମୁଗ, ସୁର୍ଯ୍ୟ ମୁଖୀ ଆଦି ଚାଷ ଛାରଖାର୍ ହୋଇଯାଇଛି । ପୁରୀ ଜିଲ୍ଲାର ସତ୍ୟବାଦୀ, କୃଷ୍ଣପ୍ରସାଦ ଓ କଣାସ ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ସେହିପରି ବାଲେଶ୍ବରର ବି ବିଭିନ୍ନ ଅଞ୍ଚଳରେ ଚାଷ ନଷ୍ଟ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ବିଲରେ ପାଣି ପଶି ଲକ୍ଷାଧିକ ଟଙ୍କାର ତରଭୁଜ ପଚି ସଢି ନଷ୍ଟ ହୋଇଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ଫସଲ ନଷ୍ଟ ଦେଖି ଚିନ୍ତାରେ ପଡିଛି ।.
ଅଧିକ ପଢନ୍ତୁ ଓଡ଼ିଶା ଖବର