ଆଜି ସକାଳ ପ୍ରାୟ ୮.୩୦ ସମୟରେ ଟ୍ରକ ସହ ସ୍କୁଟିର ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଵାମୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...
ଟ୍ରକ ସହ ସ୍କୁଟିର ଧକ୍କା: ଜଣେ ମୃତ, ଜଣେ ଗୁରୁତର

ଅର୍ଗସ ବ୍ୟୁରୋ: ଭୁବନେଶ୍ଵର ନୂଆଗାଁ ପେଟ୍ରୋଲ ଟାଙ୍କି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ଵାମୀ ଗୁରୁତର ଆହତ ହୋଇଛନ୍ତି ।
ଶୁଖିଗଲାଣୀ ମହାନଦୀ

ଅର୍ଗସ ବ୍ୟୁରୋ : ଶୁଖିଗଲାଣୀ ମହାନଦୀ । ଯେଉଁଠି ପାଣି ଲହଡି ମାରିବା କଥା ସେଠି ଖାଲି ବାଲି ହିଁ ବାଲି । ବଡ ନଦୀକୁ ଏବେ ବଡ ବିପଦ । ଚିନ୍ତାରେ ୧୫ ଜିଲ୍ଲାର ଜିଲ୍ଲାବାସୀ । ଆଉ ଚିନ୍ତାରେ ଏବେ ନଦୀକୂଳିଆ ବାସୀ । ଚାଷୀ , ମତ୍ସ୍ୟଚାଷୀ ସମସ୍ତେ ଚିନ୍ତାରେ । ଛତିଶଗଡ ପାଶ୍ୱରେ ପାଣି ଭରି ରହିଥିବା ବେଳେ ଓଡିଶା କିନ୍ତୁ ଶୁଖା ପଡିଛି । ଯାହା ରାଜ୍ୟ ସରକାରଙ୍କ ଅପାରଗତା ବୋଲ
Download Argus News App
