ତାଙ୍କୁ ଉଚ୍ଚମାନର ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଆଉ ଏହି କ୍ରମରେ ପିଣ୍ଟୁଙ୍କୁ ଆସନ୍ତକାଲି ଦିଲ୍ଲୀ ନିଆଯିବ । ଆସନ୍ତାକାଲି ୯ଟା ୪୫ ମିନିଟରେ ଭିସ୍ତରା ବିମାନ ଯୋଗେ ଦିଲ୍ଲୀ ଯିବେ । ଦିଲ୍ଲୀର ILVS ହସ୍ପିଟାଲରେ ଅପରେସନ କରାଯିବ । ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ।