ଦୁର୍ବୃତ୍ତଙ୍କ ମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ସୂଚନା । ଏକ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ଧରିବାକୁ ଯାଇଥିଲା ପୋଲିସ । ଘଟଣାସ୍ଥଳରୁ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କଲା ତିଗିରିଆ ପୋଲିସ ।
ଅର୍ଗସ ବ୍ୟୁରୋ : ଅଭିଯୁକ୍ତକୁ ଧରିବା ପାଇଁ ଆସି ଢେଙ୍କାନାଳ ପୋଲିସ ହଟହଟା । ତିଗିରିଆ ପଙ୍କାଳ ଗାଁକୁ ଯାଇଥିବା ବେଳେ ପୋଲିସକୁ ମାଡ଼ ଅଭିଯୋଗ । ପୋଲିସକୁ ପିଟି ବନ୍ଧୁକ ଛଡ଼ାଇନେଲେ ଦୁର୍ବୃତ୍ତ ।