କିନ୍ତୁ ଲୋକେ ସେଠାରେ ଚୋରକୁ ଛାଡ଼ି ନଥିଲେ ଚୋରକୁ ଚୋରି କରିଥିବା ୧୮ ଖଣ୍ଡ ଶାଢ଼ୀ ପ୍ରଥମେ କଉଠି ଅଛି ଫେରସ୍ତ ନ କଲେ ଥାନାକୁ ନେଇଯିବା ପାଇଁ ଯୁକ୍ତି କରିଥିଲେ। ପରେ ପୋଲିସ୍ ଓ ଜନତା ମଧ୍ୟରେ ବଚସା ହେବାପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ଲୋକଙ୍କ କହିବା ଅନୁଯାୟୀ ପୋଲିସ୍ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି, ଏବେ ଲୋକେ ପୋଲିସକୁ ସେଠାରେ ଅଟକ ରଖିଛନ୍ତି।
ଚୋରକୁ ଧରିବାକୁ ଯାଇ ପୋଲିସ- ଜନତା ମୁହାଁମୁହିଁ
Download Argus News App
