ଉତ୍କଳ ବିଶ୍ୱବିଦ୍ୟାଳୟର ୮ଟି ପାଠ୍ୟକ୍ରମ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟର ୫୦୦ଟି ସିଟକୁ ଏବେ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଯାହାକୁ ନେଇ ଛାତ୍ର କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ବିରୋଧ କରିଛି । କରୋନା ପରେ ସାଧାରଣ ମଧ୍ୟବିତ୍ତ ପରିବାର ଶିକ୍ଷାର୍ଥୀ ଅଣ୍ଟା ଭିଡ଼ିଛନ୍ତି ।
ସେହି ସମୟରେ ଏ କୋର୍ସକୁ ବିଶ୍ୱବିଦ୍ୟାଳୟରେ ବନ୍ଦ କରିବା ପଛରେ ଉଚ୍ଚ ଶିକ୍ଷା ବିଭାଗ ଓ ଘରୋଇ ଶିକ୍ଷାନୁଷ୍ଠାନର ମିଳିତ ଚକ୍ରାନ୍ତ ରହିଛି ବୋଲି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ ।
ଆହୁରି ଅଧିକ ଓଡିଶାର ଅନ୍ଯାନ୍ଯ ତାଜା ଖବର ପଢ଼ନ୍ତୁ ।