ବୈଜ୍ଞାନିକ ଯୁଗରେ ଆଜି ବି ବଞ୍ଚି ରହିଛି ବୈଦିକ ରୀତିନୀତି !
ଆଜିଠୁ ଶ୍ରୀମନ୍ଦିରରେ ସ୍ମାର୍ଟ୍ଫୋନ୍କୁ ନା

ଅର୍ଗସ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଲା ନୂଆ କଟକଣା । ଆଜିଠାରୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ବାରଣ। ପୂର୍ବରୁ ପରିଚାଳନା କମିଟି ବୈଠକରେ ହୋଇଥିଲା ନିଷ୍ପତ୍ତି । ପୂର୍ବଦ୍ଵାର ଓ ସିଂହଦ୍ଵାର ଠାରେ ପ୍ରସ୍ତୁତ ହୋଇଥିବା ମୋବାଇଲ ଷ୍ଟାଣ୍ଡରେ ସ୍ମାର୍ଟଫୋନ ଜମା ଦେଇ ଭିତରକୁ ପ୍ରବେଶ କରୁଛନ୍ତି ସେବାୟତ ,ଶ୍ରୀମନ୍ଦିର କର୍ମଚାରୀ ଓ ପୋଲିସ କର୍ମଚାରୀ ।
Download Argus News App
