ଘରେ ଘରେ ମା ମାନେ ମାଣବସା କରିବା କଥା ହେଲେ ଧାରଣାରେ ଥିବା ସମୟରେ ଲକ୍ଷ୍ମୀ ପୁରାଣ ପଢୁଛନ୍ତି ଅଙ୍ଗନୱାଡି କର୍ମୀ l ଆଜିକୁ 11 ଦିନ ହେଲା ହେଲା ଅଙ୍ଗନୱାଡି କର୍ମୀ 8 ଦଫା ଦାବୀ ନେଇ ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ମାନେ ସିନାପାଲି ସିଡିପିଓ ଅଫିସ ଆଗରେ ଧାରଣାରେ ବସିଛନ୍ତି l ରାଜ୍ୟ ସରକାର ଏମାନଙ୍କ ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ଧାରଣା ଚାଲିଥିବ ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରି l
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।