ସେହିପିର ବିଜେପିର ଆଶ୍ରିତ ପଟ୍ଟନାୟକ 76 ହଜାର 56 ଭୋଟ୍ ପାଇଛନ୍ତି । ଅନ୍ୟପଟେ ଅମାନତ ହରାଇଛି କଂଗ୍ରେସ । ମୋଟ 4,261 ଭୋଟ୍ ରେ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି ।
2019ରେ ବିଜେଡି ପାଇଥିଲା 88 ହଜାର 518 ଖଣ୍ଡ ଭୋଟ୍ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁନୁସାରେ ବଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କଠାରୁ ୨୦୯୧୬ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଛନ୍ତି। ମୋଟ ୧,୮୦,୯୩୦ ମତଦାନ କରିଥିବା ବେଳେ
ପୋଷ୍ଟାଲ ବାଲାଟରେ ପଡିଥିଲା ୮୯୩ ଖଣ୍ଡ ଭୋଟ୍ ।