ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ।ମୋହନା ବନବିଭାଗ ଅନ୍ତର୍ଗତ ଭାଳିଆଗୁଡା ଜଙ୍ଗଲରେ କାଠମାଫିଆ ମାନେ ଶାଗୁଆନ କାଠ ଗୁଡିକୁ କାଟି ରଖିଥିବା ବେଳେ ବନବିଭାଗର କର୍ମଚାରୀ ମାନେ ଚଢାଉ କରି 10ଖଣ୍ଡ ଶାଗୁଆନ ଗଣ୍ଡି ଜବତ କରିଛନ୍ତି l ଯାହାର ମୂଲ୍ୟ 30ହଜାର ରୁ ଉର୍ଦ୍ଧ ହେବ ବୋଲି ମୋହନା ରେଞ୍ଜେର କଳ୍ପନା ନାୟକ ସୂଚନା ଦେଇଛନ୍ତି ।ତେବେ ଘଟଣା ସ୍ଥଳରୁ କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।