ଏହା ଦ୍ୱାରା 32 ଲକ୍ଷ ଲୋକେ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର 352 କୋଟି ଖର୍ଚ୍ଚ କରିବେ । ଏହାଦ୍ୱାରା ରୋଜଗାର ହରାଇଥିବା ଗ୍ରାମବାସୀ ଏଥିରେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଏହାକୁ ଲଞ୍ଚ କରିବା ପରେ 7 ଦିନ ମଧ୍ୟରେ ଏହା ଶ୍ରମିକମାନଙ୍କ ଆକାଉଣ୍ଟକୁ ଯିବ ।
ମନରେଗା ପାଇଁ 352 କୋଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମନେରେଗାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆ ପ୍ୟାକେଜ ଘୋଷଣା । କୋଭିଡ଼ ସମୟରେ ରାଜ୍ୟ ସରକାରଙ୍କ ନୂଆ ପ୍ୟାକେଜ ଘୋଷଣା । ଏପ୍ରିଲ, ମେ ଏବଂ ଜୁନ ମାସରେ ମନେରେଗାରେ କାର୍ଯ୍ୟ କରୁଥିବା ଶ୍ରମିକ ପ୍ରତ୍ୟେକ ଦିନର ପାରିଶ୍ରମିକରୁ 50 ଟଙ୍କା ଅଧିକା ପାଇବେ ।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
