ଅର୍ଗସ ବ୍ୟୁରୋ: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ । କ୍ଷମତାକୁ ଆସିବାର 5 ମାସ ଭିତରେ ଆକ୍ସନ ମୋଡ଼ରେ ବିଜେପି ସରକାର । 90 ସରକାରୀ ଅଧିକାରୀଙ୍କ ବିରୋଧରେ ରୁଜୁ ହେଲାଣି ଭିଜିଲାନ୍ସ ମାମଲା । ସର୍ବାଧିକ ରାଜସ୍ବ ବିଭାଗର 20 ଅଧିକାରୀ ଏବଂ ପଂଚାୟତିରାଜ ବିଭାଗର 18 ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି.