ପୂର୍ବରୁ ଚନ୍ଦ୍ରମଣି ସାହୁଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ପାଖରେ ହୋଇଥିଲା ଅଭିଯୋଗ । ତେବେ ଏକାସାଙ୍ଗରେ 5ଟି ଜାଗାରେ ଟିମ ଚଢ଼ାଉ କରିଥିବା ଜଣାପଡ଼ିଛି । ଢେଙ୍କାନାଳ ଟାଉନ ପ୍ଲାନିଂ ନିଜ ବାସଭବନ ହାଟ ରୋଡ ଅନ୍ତର୍ଗତ ଶ୍ୱଶୁର ଘର ସମେତ ତାଳଚେର ଖମାର କାର୍ଯ୍ୟାଳୟ ଓ ନିଜ ପୈତୃକ ଗାଁରେ ଭିଜିଲାନ୍ସ ରେଡ କରିଛି । ଏହାସହ ଭୁବନେଶ୍ୱର ଏକ ଆପାର୍ଟମେଂଟରେ ମଧ୍ୟ ଚଢ଼ାଉ ଚାଲିଛି ।