ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଜେଲି ଫିସ୍ ଗୁଡିକ ଦଂଶନ କ୍ଷତିକାରକ ନହେଲେ ମଧ୍ୟ ମଣିଷ ଦେହରେ ବାଜିଲେ ଯନ୍ତ୍ରଣା ଜଳାପୋଡା ହୋଇଥାଏ । ତେବେ ଏତେ ସଂଖ୍ୟକ ଜେଲି ଫିସ୍ କିଭଳି ଏକାଥରକେ କୂଳକୁ ଆସିଲା, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଘଟଣାସ୍ଥଳକୁ କୌଣସି ବି ପ୍ରଶାସନିକ ଅଧିକାରୀ ଯାଇନାହାନ୍ତି ।
ଅର୍ଗସ ବ୍ୟୁରୋ : ଗୋପାଳପୁର ବେଳାଭୂମିରେ ପଡି ହିଛି ଶହଶହ ଜେଲି ଫିସଙ୍କ ମୃତଦେହ । ଲାଇଟ ହାଉସ ନିକଟରେ ପଡିଛି ଏହି ମୃତଦେହ । ଏହାକୁ ନେଇ ବିଭିନ୍ନ ଆଶଙ୍କା ଦେଖାଦେଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଜେଲି ଫିସ୍ ଗୁଡିକ ଦଂଶନ କ୍ଷତିକାରକ ନହେଲେ ମଧ୍ୟ ମଣିଷ ଦେହରେ ବାଜିଲେ ଯନ୍ତ୍ରଣା ଜଳାପୋଡା ହୋଇଥାଏ । ତେବେ ଏତେ ସଂଖ୍ୟକ ଜେଲି ଫିସ୍ କିଭଳି ଏକାଥରକେ କୂଳକୁ ଆସିଲା, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଘଟଣାସ୍ଥଳକୁ କୌଣସି ବି ପ୍ରଶାସନିକ ଅଧିକାରୀ ଯାଇନାହାନ୍ତି ।
ଅର୍ଗସ ବ୍ୟୁରୋ: ଚର୍ଚ୍ଚାରେ ଅଭିନେତ୍ରୀ ଶ୍ରୁତି ହାସନ। କୌଣସି ଫିଲ୍ମକୁ ନେଇ ନୁହେଁ, ତାଙ୍କ ରିୟଲ ଲାଇଫକୁ ନେଇ ଶ୍ରୁତି ଏବେ ଖୁବ ଚର୍ଚ୍ଚାରେ। କୁହାଯାଉଛି କି ତାଙ୍କର ବ୍ରେକ ଅପ୍ ହୋଇଛି। ମାନେ ଶ୍ରୁତି ଏବଂ ତାଙ୍କ ବୟଫ୍ରେଣ୍ଡ ଶାନ୍ତନୁ ଏବେ ଅଲଗା ହୋଇଯାଇଛନ୍ତି। ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୁତି ହାସନ ଏବଂ ତାଙ୍କ ପ୍ରେମିକ ଶାନ୍ତନୁ ହଜାରିକା। ଦୁହେଁ ଏବେ ଅଲଗା ହୋଇ ଯାଇଛନ୍ତି ଏବଂ ଆଉ ଏକାଠି ନାହାନ୍ତି। ଏହା ଉଭୟଙ୍କର ବ୍ୟକ୍ତିଗତ କାରଣ ଥିଲା ।ଏହା ବ୍ୟତୀତ ସୋସିଆଲ ମିଡିଆରୁ ଉଭୟ ପରସ୍ପରର ପୋଷ୍ଟ ଡିଲିଟ କରିବା ମଧ୍ୟ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା। ତେଣୁ ଉଭୟ ଏହାକୁ ପାରସ୍ପରିକ ସହମତିରେ ନେଇଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ : ଅରୁଣ ଦୀର୍ଘ ସମୟ ଧରି ଘରକୁ ନଫେରିବା କାରଣରୁ ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ । ପରେ ଗୋଟିଏ ଚାଷଜମି ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ତେବେ ବାରାହା ଓ ବନ୍ୟଜନ୍ତୁ ଶିକାର ଲାଗି ବିଛାଯାଇଥିବା ବିଦ୍ୟୁତ ତାର ଲାଗି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଅଭିଯୋଗ କରିଛନ୍ତି । ବୁଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ଅନୁସାରେ, ଅରୁଣ ଗତ ରାତିରେ ଚାଷ ଜମିକୁ ପାଣି ମଡେଇବା ପାଇଁ ଯାଇଥିଲେ। ଏହି ସମୟରେ ବନ୍ୟା ଜନ୍ତୁ ଶିକାର ଲାଗି ଚାଷ ଜମିରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଅରୁଣ ଦୀର୍ଘ ସମୟ ଧରି ଘରକୁ ନ ଫେରିବା କାରଣରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜା ଖୋଜି କରିଥିଲେ। ପରେ ଚାଷଜମି ନିକଟରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅରୁଣଙ୍କୁ ମୃତ ଘୋଷଣା କରିଥିଲେ ।