ପିସିସି ସଭାପତି ତର୍ଜମା କରିବା ଦରକାର, ବୈଠକ ଡାକିବା ଦରକାର, ନିଜକୁ ପରଖିବା ଦରକାର । ଆଜି ଯାଏ ପିସିସି କମିଟି ହୋଇପାରିନି । ଯଦି ଏପରି ଭୋଟ ମିଳେ ତାହାଲେ କଂଗ୍ରେସ ଦଳ ଲୋପ୍ ପାଇଯିବ । ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିବ । ସଭାପତି କେମିତି ଜାଣିଲେ ଦିନକ ପୂର୍ବରୁ କହିଲେ ଆମେ ହାରିଯିବୁ ବୋଲି ମିଡିଆକୁ କହିଲେ ।
ପିସିସି ସଭାପତିମାନେ ନିଜ ନିଜ ଗୋଷ୍ଠୀ ତିଆରି କରିଚାଲୁଛନ୍ତି । ଯେଉଁଥିପାଇଁ ଦଳର ଏଭଳି ଅବସ୍ଥା ହେଉଛି । ଆମେ ଏକଜୁଟ ହେବାର ଆବଶ୍ୟକତା ରହିଛି । ପଦମପୁର ନିର୍ବାଚନ ଫଳ ୨୦୨୪ ଉପରେ ପଡ଼ିବନି । ରାତିକରେ ସରକାର ବଦଳିପାରେ ବୋଲି ସେ କହିଛନ୍ତି ।
ରାଜନୀତି ଖବର ଆହୁରି ପଢନ୍ତୁ ।