ଘଟଣାଟି କଟକ ଦୋଳମୁଣ୍ଡାଇ ଛକର ବୋଲି ଜଣାପଡିଛି। ତେବେ ଏହି ଦୁର୍ଘଟଣାରେ କେତେଜଣ ମୃତାହତ ହୋଇଛନ୍ତି ତାହାର ସୂଚନା ଆସି ନାହିଁ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
କଟକ: ସିସିଟିଭିରେ କଏଦ ଛାତିଥରା ଦୁର୍ଘଟଣାର ଦୃଶ୍ୟ। ନିୟନ୍ତ୍ରଣ ହରାଇ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଲା କାର । ଧକ୍କା ବେଳ ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଘଟଣାଟି କଟକ ଦୋଳମୁଣ୍ଡାଇ ଛକର ବୋଲି ଜଣାପଡିଛି। ତେବେ ଏହି ଦୁର୍ଘଟଣାରେ କେତେଜଣ ମୃତାହତ ହୋଇଛନ୍ତି ତାହାର ସୂଚନା ଆସି ନାହିଁ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।