ସେପଟେ ବାତ୍ୟା କ୍ଷୟକ୍ଷତି ନେଇ ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ମାଗିଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଖୁବଶୀଘ୍ର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ । ରିଲିଫ କୋଡ ଅନୁଯାୟୀ ଚାଷୀଙ୍କୁ ମିଳିବ ସହାୟତା । ଏ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ।
ହୁଏତ ବାତ୍ୟା ଜଓ୍ୱାଦ ଏତେ କ୍ଷୟକ୍ଷତି କରିନାହିଁ, କିନ୍ତୁ ବର୍ଷା କାରଣରୁ ଅନେକ ଫସଲ ନଷ୍ଟ ହୋଇଯାଇଛି।