କରୋନା ପାଇଁ ଦୀର୍ଘ ୨ ବର୍ଷ ଧରି ସବୁକିଛି ବନ୍ଦ ହୋଇଥିଲା। ରଥଯାତ୍ରା ହୋଇଥିଲା ସତ, କିନ୍ତୁ ଏଥିରେ ଭକ୍ତ ସାମିଲ ହୋଇନଥିଲେ। ଭକ୍ତ ଏବଂ ଭଗବାନଙ୍କ ମିଳନରେ ଫାଟକ ସାଜିଥିଲା କରୋନା ଭାଇରସ। ତେବେ ଚଳିତ ବର୍ଷ କଣ ନିଷ୍ପତ୍ତି ନିଆଯାଉଛି, ତା ଉପରେ ସମସ୍ତଙ୍କର ନଜର ରହିଛି।
ମେ' 5ରେ ପୁରୀ ପୌର ସଦନରେ ବସିବ ପ୍ରଥମ ସମନ୍ଵୟ ବୈଠକ
ନକଲି ପୋଲିସ ଓ ଡକ୍ତର ଆଇଡି କାର୍ଡରେ ବ୍ରାଉନସୁଗାର ବେପାର

ଭୁବନେଶ୍ୱର: ବ୍ରାଉସୁଗାର କାରବାରର ନୂଆ ଫଣ୍ଡା । ପୋଲିସ ଆଖିରୁ ବର୍ତ୍ତିବା ପାଇଁ ବ୍ୟବହାର କରୁଥିଲେ ପୋଲିସ ଆଇଡି କାର୍ଡ ଓ ଡାକ୍ତର ଆଇଡି କାର୍ଡ । ଏମିତି ଏକ ଦୁଇ କୁଖ୍ୟାତ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି STF । ବରମୁଣ୍ଡା ଅଞ୍ଚଳରେ ବ୍ରାଉନସୁଗର କାରବାର ବେଳେ ମାଡି ବସିଲା ଏସଟିଏଫ । ଅଭିଯୁକ୍ତଙ୍କ ଠାରୁ ପୋଲିସ ୧ କେଜି ୨୩୮ ଗ୍ରାମ ବ୍ରାଉନସୁଗର ସହ ନଗଦ ୧
Download Argus News App
