ଆଜି ପଞ୍ଚମ ଦିନରେ ବି ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିପାରନ୍ତି ବିରୋଧୀ । ବିଧାନସଭା ପରିସର ଓ ଭିତରେ ଗଙ୍ଗାଜଳ ଛିଞ୍ଚି ଅଭିନବ ପ୍ରତିବାଦ କରିଛି କଂଗ୍ରେସ ଓ ବିଜେପି । ସେପଟେ ମମିତା ପ୍ରସଙ୍ଗରେ ଅଗ୍ନିକନ୍ୟା ଅଞ୍ଜନା ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ୨୨ ବର୍ଷ ପୂର୍ବେ ଜାନକୀଙ୍କ ଓଡ଼ିଶା ଓ ଆଜିର ବିଜେଡି ଓଡ଼ିଶା ସମାନ । ପୂର୍ବରୁ ଅଭିଯୋଗ ଆସିଲେ ଆକ୍ସନ ନେଉଥିଲେ ନବୀନ ଏବେ କୋଳେଇ ନେଉଛନ୍ତି । ଏଭଳି କହି ବିରୋଧୀଙ୍କ ଅଭିଯୋଗରେ ମୋହର ମାରିଛନ୍ତି ଅଗ୍ନିକନ୍ୟା ।
ଆଜି ବି ଗୃହରେ ଉଠିବ ମମିତା ପ୍ରସଙ୍ଗ
Download Argus News App
