ଫଳରେ ଜଙ୍ଗଲ ଜଳିବା ସହିତ ବନ୍ୟଜନ୍ତୁଙ୍କ ଜୀବନ ଏବେ ବିପଦରେ। ଛୋଟ ବଡ଼ ଗଛ ମୂଲ୍ୟବାନ ଗଛ ଜଳି ପୋଡି ପାଉଁଶ ହୋଇଯାଉଛି। ନିଆଁ ଆୟତ୍ତ କରିବା ପାଇଁ କୂଳଡିହା ରେଞ୍ଜର ବନ କର୍ମଚାରୀଙ୍କ ସହିତ କିଛି ଗ୍ରାମବାସୀଙ୍କ ନିୟୋଜିତ ଅଛନ୍ତି।
ବାଲେଶ୍ୱର: ତିନିକୋଶିଆ ଜଙ୍ଗଲ ପରେ ଜଳିଲା କୁଳଡିହା ଅଭୟାରଣ୍ୟ। କୁଳଡିହା ଅଭୟାରଣ୍ୟର ବାଲିଆନାଳ ନିକଟ ନଣ୍ଡାରୀ ପାହାଡ଼ରେ ନିଆଁ ଜଳୁଥିବା ସୂଚନା ମିଳିଛି। କିଛି ଅସାମାଜିକ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇଥିବା ଅନୁମାନ କରାଯାଇଛି ।