ଶେଷରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବରେ ମାଛ ଜାଲ ମଧ୍ୟରୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଅଜଗର ପ୍ରଜାତିର ହୋଇଥିବା ଜଣାପଡିଛି । ମୁଖ୍ୟତଃ ଖାଦ୍ୟ ଲୋଭରେ ସେ ଜାଲରେ ଫସି ଯାଇଥିବା ବେଳେ ସାପଟିର ଲମ୍ବ ପାଖାପାଖି ୭ ଫୁଟ ହେବ । ଉଦ୍ଧାର ପରେ ଅଜଗର ସାପକୁ ଗ୍ରାମବାସୀ ବନବିଭାଗକୁ ହସ୍ତାନ୍ତର କରିବା ପରେ ବନବିଭାଗ ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ଜଣାପଡିଛି।
ମାଛ ପାଇଁ ପକାଯାଇଥିଲା ଜାଲ, ଫସିଲା ଅଜଗର
Download Argus News App
