ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ବସକୁ ଧକ୍କା ଦେଲା ଟ୍ରକ

ସମ୍ବଲପୁର: ନାଇଟ କୋଚ୍ ଯାତ୍ରୀବାହୀ ବସ୍ ଶ୍ରୀରାମକୁ ଧକ୍କା ଦେଇ ଓଲଟି ପଡିଲା ଟ୍ରକ । ଅଳ୍ପକେ ବର୍ତିଲେ ବସ୍ ରେ ଥିବା ସମସ୍ତ ଯାତ୍ରୀ , ବରଗଡ ରୁ ବୁର୍ଲା ଅଭିମୁଖେ ଆସୁଥିବା ବେଳେ ଗୋଳଗୁଣ୍ଡା ଓଭର ବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ବୁର୍ଲା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Download Argus News App
