ବଡ଼ ମହାନତାର ପରିଚୟ ଦେଇଛନ୍ତି ନୀଳଗିରି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିଶିର ମହାପାତ୍ର ଫାଉଣ୍ଡେସନ ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର ଓ ତାଙ୍କ କାର୍ଯ୍ୟକର୍ତା ଓ ନୀଳଗିରି ଯୁବପିଢି। ସେହିପରି ରେଳ ଦୁର୍ଘଟଣା ସ୍ଥଳରୁ ଆହତ ଲୋକଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିବା, ସେମାନଙ୍କୁ ସେବା ସୁସୁର୍ଷା କରିବା ପରି ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।ଆହତ ଓ ସମ୍ପର୍କିୟ ଙ୍କ ପାଇଁ ରନ୍ଧା ଖାଦ୍ୟ , ପାନୀୟ ଜଳ, ଯୋଗାଇବା ଭଳି ସେବା କାର୍ଯ୍ୟ କରି ମଣିଷ ପଣିଆର କାର୍ଯ୍ୟ କରିଛନ୍ତି ମହାବୀର ଫାଉଣ୍ଡେସନ ପ୍ରତିଷ୍ଠାତା ବିଦ୍ୟାଧର ମଣ୍ଟୁ ଓ ତାଙ୍କ ସଦସ୍ୟ ମାନେ। ଏତେ ବଡ଼ ବିପତ୍ତି ବେଳେ ନୀଳଗିରି ବାସୀ ହିସାବରେ ନିଜେ ନିଜେ ଘଟଣାସ୍ଥଳରେ ଏହି ଏଭଳି ସେବା କାର୍ଯ୍ୟ ନିଶ୍ଚିତ ମଣିଷ ପଣିଆର ପରିଚିୟ ସୃଷ୍ଟି କରିଛନ୍ତି ଦୁହେଁ ଓ ତାଙ୍କ ସଦସ୍ୟ ମାନେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: