ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଉଭୟଙ୍କୁ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାମୀ କେନ୍ଦ୍ରକୁ ଚିକିତ୍ସା ପାଇଁ ପହଞ୍ଚାଇଥିଲେ। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ପଠାଯାଇଥିବା ସୂଚନା ମିଳିଛି। ଉଭୟ ଯୁବକ ମାନେ ହେଲେ ଓଡ଼ିଆ ଆଲପୁର ପଞ୍ଚାୟତର ଉଫୁଲି ଆଲପୁର ଗ୍ରାମର ତ୍ରିଲୋଚନ ପ୍ରଧାନ ଓ ଅଭିମନ୍ୟୁ ପ୍ରଧାନ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।