ବିଶ୍ଵର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ଭାରତୀୟ ଛାତ୍ରୀ
ହୋଲିରେ ଅଘଟଣ, ଘାଟରେ ବୁଡି 2 ଶ୍ରମିକ ମୃତ
ସମ୍ବଲପୁର: ହୋଲିରେ ଅଘଟଣ । ସମ୍ବଲପୁର କୁଚିଣ୍ଡା ସଇଡ଼ାଝିଲି ଘାଟରେ ବୁଡ଼ି 2 ଜଣଙ୍କର ମୃତ୍ୟୁ ହୋଇଛି । ହୋଲି ଖେଳିବା ପରେ ନଦୀରେ ଗାଧୋଇବା ବେଳେ ଅଘଟଣ ଘଟିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ପୋଲିସର ତଦନ୍ତ ଜାରି ରହି । ନଦୀରୁ ଦୁଇ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।
Download Argus News App
