ଏହି ଚଢ଼ାଉରେ ବାଲେଶ୍ୱର ଓ ଭଦ୍ରକ ଭିଜିଲାନ୍ସର ଟିମ ଚଢ଼ାଉ କରିଥିବା ସୂଚନା। ଶ୍ରୀମନ୍ତ ସେଠୀଙ୍କ ନିଜ ପୌତୃକ ଗାଁଖଇରା ଓ ଶଶୁର ଘର ବାଲେଶ୍ୱର ଠାରେ ଭିଜିଲାନ୍ସର 4 ଟିମ ଚଢ଼ାଉ କରିଛି। ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ବିଭାଗର ଏକ 4 ଜଣିଆ ସ୍ଵତନ୍ତ୍ର ଟିମ୍ ପକ୍ଷରୁ 5 ଟି ସ୍ଥାନରେ ଏହି ଚଢାଉ କରାଯାଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
5 ଟି ସ୍ଥାନରେ ଭିଜିଲାନ୍ସର ଚଢାଉ

ଭଦ୍ରକ : ସାଳନ୍ଦୀ କେନାଲ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସ ଚଢାଉ। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀ ସଂସ୍ଥା ଠାରୁ ବେଆଇନ ଭାବେ ଟଙ୍କା ନେଇ ଗଛିତ ରଖିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଥିବା ଜଣାପଡିଛି।
Download Argus News App
