କୋରାପୁଟ ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ ତେନ୍ତୁଳିପଦର ପଞ୍ଚାୟତର ତଳରଙ୍ଗପାଣି। 2021-2022 ମସିହାରେ ବିଶୁଦ୍ଧ ପାନୀୟ ପ୍ରକଳ୍ପ ଜିଲ୍ଲା ଖଣିଜ ପାଣ୍ଠି ରେ କୋଡିଏ ଲକ୍ଷ୍ୟ ଟଙ୍କା ମଞ୍ଜୁରୀ ହୋଇଥିଲା। କିନ୍ତୁ ବାସ୍ତବରେ ଓଲଟା ଚିତ୍ର ଦେଖା ଯାଉଛି। ଦୁଇଟି ପ୍ଲାଷ୍ଟିକ ଟାଙ୍କି ଲଗାଇ ମାଟି ଉପରେ ପାଇପ୍ ବିଞ୍ଚାଇ ଲୁଟିନେଲେ ଠିକାଦାର ଓ ଯନ୍ତ୍ରୀ । ଯେଉଁଥି ପାଇଁ ସମସ୍ୟାର ସମ୍ମୂକିନ ହେଉଛନ୍ତି ଗ୍ରାମବାସୀ । ଦୁର୍ଗମବାସୀଙ୍କ ପାଇଂ ସରକାରଙ୍କ ଯୋଜନା ପରେ ଯୋଜନା ମାତ୍ର ଏହାର ଲାଭ ପାଉନାହାନ୍ତି ଦୁର୍ଗମବାସୀ। ଯେଉଁଠି ପାଣି ପାଇଁ ଲୋକେ ହନ୍ତସନ୍ତ ସେଠି ଅନ୍ୟ ସୁବିଧା କଥା କିଏ ପଚାରେ..
ଅଧିକ ପଢନ୍ତୁ ଓଡ଼ିଶା ଖବର