ଅଧିକ ପଢନ୍ତୁ : ସରକାରୀ ଯୋଜନା ଠାରୁ ବହୁ ଦୂରରେ ଧନେଶ୍ବରଙ୍କ ପରିବାର
ଜଳ ଯୋଗାଣ ଦାବି କରିଥିଲେ । ବାରମ୍ବାର ପଞ୍ଚାୟତ ପ୍ରଶାସନ,ବ୍ଲକ ପ୍ରଶାସନ, ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଥିଲେ ମଧ୍ୟ କେହି ନ ଶୁଣିବାରୁ ଆଜି ପଞ୍ଚାୟତରେ ତାଲା ପକାଇ ଦିଆଯାଇଛି ।ଦୁଇ ଘଣ୍ଟା ପର୍ଯ୍ୟନ୍ତ ତାଲା ପକାଇଥିଲେ ।ମୁରିବାହାଲ ପୋଲିସ ପହଁଚିଥିଲେ ।ପ୍ରଶାସନ ସହିତ ଆଲୋଚନା ପରେ ଆସନ୍ତା କାଲି ଜଳ ଯୋଗାଣର ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲାଯାଇଥିଲା ।