ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ
ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ
ଭୁବନେଶ୍ଵର: ସାରା ରାଜ୍ୟରେ ସବୁ ସହରାଞ୍ଚଳରେ ଶନିବାର ଓ ରବିବାର ସଟଡାଉନ। ଏ ନେଇ ଏସଆରସିଙ୍କ ବଡ଼ ଘୋଷଣା କରିଛନ୍ତି। ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ହେବ। ରାଜ୍ୟର 10ଟି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହୋଇଥିବା ବେଳେ ଏବେ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ହେବ। ଚଳିତ ମାସ 24 ତାରିଖରୁ ଏହି ନିୟମ ଲାଗୁ ହେବ। ନାଇଟ କର୍ଫ୍ୟୁ ସହ ସପ୍ତାହନ୍ତ ସଟଡାଉନ ହେବ। ସଟଡାଉନରେ ଜରୁରୀକାଳୀନ ସେବା ଜାରି ରହିବ। ଏମର୍ଜେନ୍ସି ସେବା ଜାରି ରହିବ।
Download Argus News App
