ଲଗାତାର ଭାବରେ ନିଜ ବିଧାୟକଙ୍କୁ ଧରି କ୍ରାଇସିସ୍ କଣ୍ଟ୍ରୋଲ ଷ୍ଟ୍ରାଟେଜି ବନାଉଛନ୍ତି ଗେହଲଟ୍ । ଆଶଙ୍କା ଭିତରେ 102 ବିଧାୟକଙ୍କ ସମର୍ଥକକୁ ଦେଖାଇବାରେ ସଫଳ ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ 18 ବିଧାୟକ ବୈଠକକୁ ଆସିନାହାନ୍ତି । ହେଲେ ଏଥିରେ ସାମିଲ ନ ହୋଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି ପାଇଲଟ୍ । ବୈଠକକୁ ନ ଆସିବା ପରେ ଲାଗୁଛି ନିଜ ଜାହାଜରେ ପାଇଲଟ ହୋଇଛନ୍ତି ସଚିନ । ଯାହାର ପ୍ରଭାବରେ କଂଗ୍ରେସ ସରକାରଙ୍କ ଜାହାଜ ଉପରେ ବିପଦ ଦେଖାଦେଇଛି ।
ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ ଡ୍ରାମା: ପଦ୍ମ ଧରିପାରନ୍ତି ପାଇଲଟ !

ଅର୍ଗସ ବ୍ୟୁରୋ: ରାଜସ୍ଥାନ ରାଜନୀତିରେ ଜାରି ରହିଛି ହାଇଭୋଲଟେଜ ଡ୍ରାମା । ଗେହଲଟ ବନାମ ପାଇଲଟ ଲଢେଇରେ କଂଗ୍ରେସ ହାତରୁ ଖସୁଛି ଲଗାମ । ସରକାର ଭାଙ୍ଗିବା ଆଶଙ୍କା ଭିତରେ 102 ବିଧାୟକଙ୍କ ସମର୍ଥକକୁ ଦେଖାଇବାରେ ସଫଳ ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ହାଇଭୋଲଟେଜ ପଲଟିକାଲ ଡ୍ରାମାକୁ ନେଇ ପୁରା ରାଜ୍ୟ ହୁଲସ୍ତୁଲ । କୁହାଯାଉଛି ହାତ ଛାଡି ପଦ୍ମ ଧରିପାରନ୍ତି ପାଇଲଟ । ଯଦିଓ ଏହା ସ୍ପଷ୍ଟ ହେଉନି ଏବେ ଏହାକୁ ନେଇ ବଢୁଛି ସସ୍ପେନସ୍ । ଗେହଲଟ ସରକାର ପାଇଁ ବଢିବାରେ ଲାଗିଛି ଅଡୁଆ । ବିଧାୟକଙ୍କୁ ଡାକି ଘନ ଘନ ବୈଠକ ରହିଛି ଜାରି ।
ଧରାପଡିଲା ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ମହାମିଛ
ଅର୍ଗସ ବ୍ୟୁରୋ: ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାର EXPOSED! ସମ୍ବିତଙ୍କ ସାଣିତ ଆକ୍ରମଣରେ ଘାଇଲା ରାଜ୍ୟ ସରକାର ! ଧରାପଡ଼ିଲା ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ମହାମିଛ । କାହିଁକି ଚୋରି ଚୋରି ଚୁପ୍କେ ଚୁପ୍କେ ?
ରାତିରେ ସର୍ଭେ ଭିଜୁଆଲକୁ ନେଇ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ ପଚାରିଛନ୍ତି, ମିଛ ତଥ୍ୟ ଦେ
Download Argus News App
