ଗତକାଲି ସନ୍ଧ୍ୟାରେ ଖେଳାଯାଇଥିବା ଜାପାନ ବିପକ୍ଷ ମ୍ୟାଚ୍ରେ ଭାରତୀୟ ଖେଳାଳି ଆଧିପତ୍ୟ ବିସ୍ତାର କରିଥିଲେ। ମ୍ୟାଚର ପ୍ରଥମ ଓ ଦ୍ବିତୀୟ କ୍ବାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ତେବେ ତୃତୀୟ କ୍ବାର୍ଟରରେ ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ମିଳିଥିବା ପେନାଲଟି କର୍ଣ୍ଣରର ସଦୁପଯୋଗ କରି ଗୋଲ୍ ବର୍ଷା କରିଥିଲା। ମ୍ୟାଚ୍ର ୩୩ତମ ମିନିଟ୍ରେ ମନଦୀପ ସିଂହ ଏକ ପେନାଲଟି କର୍ଣ୍ଣରକୁ ସୁନ୍ଦର ଗୋଲ୍ରେ ପରିବର୍ତ୍ତନ କରିଥିଲେ।
କ୍ରୀଡା ଖବର ଆହୁରି ପଢନ୍ତୁ