Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ହଟାଅ : ଜେପି ନଡ୍ଡା
`କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି ନବୀନ'
ଅର୍ଗସ ବ୍ୟୁରୋ: ଦିନିକିଆ ଓଡ଼ିଶା ଗସ୍ତରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ । କଟକରେ ମୈଦାନକୁ ଓହ୍ଲାଇ କଂଗ୍ରେସ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ସାଲେପୁର ଜନସଭାରେ ଭାଷଣ ଆରମ୍ଭରୁ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ୍ । ସେ କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ନିଜ ସରକାର ଚଳାଇଛନ୍ତି ନବୀନ । ଓଡ଼ିଶାକୁ କେବଳ ପାଣ୍ଡିଆନ୍ ଦେଇଛନ୍ତି ନବୀନ। ସରକାରର
ପୁଣି ଥରେ ବଡ଼ ଅପରେସନ୍, ଜବତ ହେଲା ୮୬ କିଲୋଗ୍ରାମ ଡ୍ରଗ୍ସ
ଅର୍ଗସ ବ୍ୟୁରୋ : ପୁଣି ଥରେ ଗୁଜରାଟ ଏଟିଏସ୍ ଏବଂ ଏନସିବିର ବଡ ଅପରେସନ୍ । ଗୁଜରାଟ ତଟରୁ ଜବତ ହେଲା ୮୬ କିଲୋଗ୍ରାମ ଡ୍ରଗ୍ସ । ଏହି ଘଟଣାରେ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାବା ସହ ଏହି ଡ୍ରଗ୍ସର ମୂଲ୍ୟ ପାଖାପାଖି ୬୦୨ କୋଟି ବୋଲି ଅନୁମାନ କରାଯାଉଛି । ଅପରେସନ୍ ସମୟରେ ଗିରଫଦାରୀରୁ ବଞ୍ଚିବା ପାଇଁ ପାକିସ୍ତାନୀ ନାଗରିକମାନେ ଏଟିଏସ୍ ଅଧିକାରୀଙ୍କ ଉପର